ସଂକ୍ଷେପରେ ଆଜିର ତାଜା ଖବର - Tuesday, 28 February 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଲୋୟର PMGରେ ପୋଲିସ-ବିଜେପି ଖଣ୍ଡଯୁଦ୍ଧ ! ବର୍ଷିଲା ଲାଠି-ଢେଲା ପଥର

ବିଧାନସଭା ବାହାରେ ଓ ଭିତରେ ବିଜେପିର ଗର୍ଜନ । ନବ ହତ୍ୟା ପ୍ରସଙ୍ଗକୁ ନେଇ ଆଜି ବି କଂପିଥିଲା ବିଧାନସଭା । More

ହାତୀ ମୃତ୍ୟୁରେ ସବୁ ରେକର୍ଡ ଭାଙ୍ଗିବ କି ଓଡ଼ିଶା ? କିଏ ମାରୁଛି, କେମିତି ମରୁଛନ୍ତି ?

ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଉତ୍ତର । ଶିକାର ପାଇଁ ମାତ୍ର ୬ ହାତୀ ମରିଛନ୍ତି । ମନ୍ତ୍ରୀଙ୍କ ତଥ୍ୟକୁ ନେଇ ଆଶ୍ଚର୍ଯ୍ୟ ଚକିତ ପରିବେଶବିତ । More

ମନ୍ତ୍ରୀ-ମର୍ଡର-ମିଷ୍ଟ୍ରିକୁ ପୂରିଲା ମାସେ ! ତଦନ୍ତର ୩୦ ଦିନ ପରେ ବି ‘ମୋଟିଭ୍’ ଅସ୍ପଷ୍ଟ

ରାଜ୍ୟ ସରକାର ଓ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ । ଝାରସୁଗୁଡ଼ାରେ ଜୋର ଧରିଲାଣି ରାଜନୈତିକ ବୟାନବାଜି । More

କ୍ରାଇମବ୍ରାଞ୍ଚର ୧୦ ବର୍ଷର ଟ୍ରାକ୍ ରେକର୍ଡ ଖରାପ, ନବ ହତ୍ୟା ତଦନ୍ତରେ ବଢ଼ୁଛି ସନ୍ଦେହ

କ୍ରାଇମବ୍ରାଞ୍ଚ ସତ ଲୁଚାଇ ବାଟବଣା କରୁଥିବା ଅଭିଯୋଗରେ ବର୍ଷିଲେ ବିରୋଧୀ । ନବ ହତ୍ୟା ତଦନ୍ତର ଗତିକୁ ନେଇ ସନ୍ଦେହରେ କ୍ରାଇମବ୍ରାଞ୍ଚ । More

ଆନ୍ଦୋଳନ ଛାଡ଼ି ପରୀକ୍ଷାରେ ସାମିଲ ହେବେ ଅଧ୍ୟାପକ, ଏଥର +୨ରେ ସାଢ଼େ ୩ ଲକ୍ଷ ପରୀକ୍ଷାର୍ଥୀ

ଆନ୍ଦୋଳନ ଛାଡ଼ି ପରୀକ୍ଷା ପରିଚାଳନାରେ ସାମିଲ ହେବେ ଅଧ୍ୟାପକ । ୬୬୨ ବର୍ଗ ଅଧ୍ୟାପକ ରାଜି ହେବାରୁ ଆଶ୍ବସ୍ତ ହେଲେ ରାଜ୍ୟ ସରକାର । More

ବର୍ଷାଙ୍କ କାର୍ଯ୍ୟକ୍ରମ କିଚେନ୍ ଗାର୍ଡେନ୍ ପାଇଁ ଦେଉଛି ପ୍ରେରଣା

ବର୍ଷା ରାଇକର, କମ୍ୟୁନିଟି ରେଡିଓ 'ରେଡିଓ ବୁନ୍ଦେଲଖଣ୍ଡ'ର ଏକମାତ୍ର ମହିଳା ଜକି। ମଧ୍ୟପ୍ରଦେଶର ଓର୍ଚ୍ଛା ସହର ଓ ତା'ର ଆଖପାଖ ଅଞ୍ଚଳରେ ଏଇ ଝିଅଜଣଙ୍କର ସ୍ୱର ସମସ୍ତଙ୍କର ଅତି ପରିଚିତ। ୨୦୧୭ ମସିହାରୁ ଏଇ ସ୍ୱରଟି ଆଖପାଖ ଶହେରୁ ଅଧିକ ଗାଁର ଲୋକମାନଙ୍କୁ ପରିବେଶର କ୍ଷୟକ୍ଷତି ଓ ତା'ର ସୁରକ୍ଷା ନେଇ ସଚେତନ କରାଇ ଆସୁଛି। ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ… More

ଲୋୟର ପିଏମଜି ପାଲଟିଲା ରଣାଙ୍ଗନ; ବିଜେପି କର୍ମୀଙ୍କ ଉପରେ ଲାଠିଚାର୍ଜ

ପୋଲିସ ପକ୍ଷରୁ ବିଜେପି କର୍ମୀ ମାନଙ୍କ ଉପରେ ଲାଠି ଚାଳନା କରାଯାଇଥିଲା । ଫଳରେ ଭୁବନେଶ୍ୱର ଲୋୟର ପିଏମଜିରେ ହାତାହାତି ହୋଇଥିଲେ ପୋଲିସ ଓ ବିଜେପି କର୍ମୀ । ଖାଲି ସେତିକି ନୁହେଁ ପୋଲିସର ଲାଠି ମାଡ଼ରେ କିଛି ବିଜେପି କର୍ମୀ ମାନେ ଲହୁଲୁହାଣ ମଧ୍ୟ ହୋଇଛନ୍ତି । More

ପାରିବାରିକ କଳହରୁ ହାତାହାତି ହୋଇ ସ୍ୱାମୀ-ସ୍ତ୍ରୀ ମୃତ

ଉଭୟଙ୍କ ମଧ୍ୟରେ ବଚସା ଉଗ୍ରରୂପ ଧାରଣ କରିଥିଲା । ସ୍ୱାମୀଙ୍କ ପ୍ରବଳ ମାଡ଼ ଯୋଗୁଁ ସ୍ତ୍ରୀ ସଜ୍ଞାହୀନ ହୋଇପଡ଼ିଥିଲେ । ପରେ ପରେ ସ୍ୱାମୀ ବିଷ ପିଇଦେଇଥିବା ଜଣାପଡ଼ିଥିଲା । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଖଇରା ମେଡିକାଲରେ ଭର୍ତ୍ତି କରାଯାଇଥିଲା । More

ଏଥର ନୂଆ ଢାଞ୍ଚାରେ ହେବ ସେନା ବାହିନୀ ପରୀକ୍ଷା; ଜାଣନ୍ତୁ ଓଡ଼ିଶାର କେଉଁ ସ୍ଥାନରେ ରହିବ ପରୀକ୍ଷା କେନ୍ଦ୍ର

ପରୀକ୍ଷା ସମ୍ବନ୍ଧିତ ସମସ୍ତ ତଥ୍ୟ jointindianarmy.nic.in ୱେବସାଇଟରେ ଉପଲବ୍ଧ ରହିବ। ଦେଶରେ ୧୭୬ଟି କେନ୍ଦ୍ରରେ ପରୀକ୍ଷା କରାଯାଉଥିବା ବେଳେରାଜ୍ୟରେ ୬ଟି କେନ୍ଦ୍ରରେ ହେବ ପରୀକ୍ଷା । କଟକ, ଭୁବନେଶ୍ୱର, ବ୍ରହ୍ମପୁର,ବାଲେଶ୍ୱର, ରାଉରକେଲା ଓ ଢେଙ୍କାନାଳକୁ ପରୀକ୍ଷା କେନ୍ଦ୍ର କରାଯାଇଛି । More

କଟକରେ ଥମୁନି ନକଲି କାରବାର; ପୁଣି ଜବତ ହେଲା ୨ ଲକ୍ଷ ଟଙ୍କାର ନକଲି ମେଡିସିନ୍

ପୁରୀଘାଟ ଥାନା ଟାଉନ ହଲ୍ ରୋଡ୍ ସ୍ଥିତ ଶ୍ରୀ ଡିଷ୍ଟ୍ରିବ୍ୟୁଟର ପାଖରୁ ଏହି ମେଡିସିନ ଜବତ ହୋଇଥିବା ଜଣାପଡ଼ିଛି । ଡିଷ୍ଟ୍ରିବ୍ୟୁଟର ମାଲିକ ବିଜୟ ଅଗ୍ରୱାଲଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଛି । ଡ୍ରଗ୍ସ କଣ୍ଟ୍ରୋଲ ଓ ପୁରୀଘାଟ ପୋଲିସ ପକ୍ଷରୁ ମିଳିତ ଭାବେ ରେଡ୍ ବେଳେ ୨ ଲକ୍ଷ ଟଙ୍କାର ନକଲି ମେଡିସିନ୍ ଜବତ ହୋଇଛି । More

ଚତୁର୍ଥ ଥର ଓଡ଼ିଶାକୁ ମିଳିଲା ସ୍ପୋର୍ଟସ ଷ୍ଟାର ଆୱାର୍ଡ

ପୁରସ୍କାର ପାଇଁ ହିନ୍ଦୁ ଗ୍ରୁପ ତଥା ସ୍ପୋର୍ଟସ ଷ୍ଟାରକୁ ଧନ୍ୟବାଦ ଦେଇ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାରକୁ ଓଡ଼ିଶାର ଜନସାଧାରଣଙ୍କୁ ଉତ୍ସର୍ଗ କରିଛନ୍ତି । More

ଶିକ୍ଷକ ଓ ଅଧ୍ୟାପକଙ୍କ ପରୀକ୍ଷା ବର୍ଜନ ନିଷ୍ପତ୍ତି, ହାତ ଟେକିଦେଲେ ଗଣଶିକ୍ଷା ମନ୍ତ୍ରୀ...

ଶିକ୍ଷକଙ୍କୁ ଆନ୍ଦୋଳନରୁ ଓହରିବାକୁ ମନ୍ତ୍ରୀଙ୍କ ନିବେଦନ । ପିଲାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସହଯୋଗ ପାଇଁ ନିବେଦନ । More

ନବ ଦାସ ହତ୍ୟା: ପ୍ଲାନ୍‌ଡ ମର୍ଡର କହି ବର୍ଷିଲେ ତାରା, ସୁଶାନ୍ତଙ୍କୁ ତଦନ୍ତ ପରିସରକୁ ଆଣିବାକୁ ସାଲୁଜାଙ୍କ ଦାବି

ସିବିଆଇ ଇନକ୍ୱାରି ଦାବିରେ ଅଟଳ ବିଜେପି । ୪୫ ପୁରସ୍କାର ପାଇ ଗୋପାଳ କେମିତି ହେଲା ପାଗଳ, ଉଠିଲା ପ୍ରଶ୍ନ । More

ଓଡ଼ିଶାରେ ମହାବଳ ବାଘ, ଡେବ୍ରିଗଡ଼ ଓ ଘଟଗାଁ ରେଞ୍ଜରୁ ଆସିଲା ଫଟୋ

ଡେବ୍ରିଗଡ଼କୁ ବ୍ୟାଘ୍ର ଅଭୟାରଣ୍ୟ ଘୋଷଣା ପାଇଁ ଏନଟିସିଏର ସୁପାରିଶ । ଏବେ ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ଅପେକ୍ଷା । More

ଆଖିବୁଜିଲେ ବାଲେଶ୍ୱର ଏସିଡ୍ ପୀଡିତା; ଜହ୍ଲାଦ ସ୍ୱାମୀକୁ ଫାଶି ଦେବାକୁ ଦାବି

ଏସିଡ୍ ମାଡରେ ଶରୀରର ୮୦ ପ୍ରତିଶତ ଜଳିଯାଇ ଗୁରୁତର ହୋଇପଡିଥିବା ବନିତାଙ୍କୁ ଏସସିବିର ସେଣ୍ଟ୍ରାଲ ଆଇସିୟୁରେ ଚିକିତ୍ସା କରାଯାଉଥିଲା । ହେଲେ ରବିବାର ରାତିରେ ତାଙ୍କର ମୃତ୍ୟୁ ହୋଇଛି। ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । More