ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଜାଗା ଦେବା ନେଇ ରାଜ୍ୟ ସରକାରଙ୍କୁ କଟାକ୍ଷ କଲେ ଧର୍ମେନ୍ଦ୍ର ପ୍ରଧାନ: କହିଲେ- ମଦ ଫ୍ୟାକ୍ଟ୍ରି ପାଇଁ ଜମି ଯୋଗାଉଛନ୍ତି, ବରୁଣେଇରେ ସ୍ମାରକୀ ପାଇଁ ଜମି ନାହିଁ, ମୁଖ୍ୟମନ୍ତ୍ରୀଙ୍କ ନିଦ ଭାଙ୍ଗୁ, ବରୁଣେଇରେ ସ୍ମାରକୀ ପାଇଁ ଜାଗା ମିଳୁ
ଭୁବନେଶ୍ୱର: ବରମୁଣ୍ଡା ଓ ଆଇଡି ମାର୍କେଟରୁ ୨୭ ଗ୍ରାମ ବ୍ରାଉନସୁଗାର ଓ ୨୦ ହଜାର ଟଙ୍କା ଜବତ, ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା, ବାଇକ୍ରେ ବୁଲି ବିକୁଥିଲେ ୨ ବ୍ୟବସାୟୀ, ଉଭୟ ଗିରଫ
ବଳରାମପୁରରେ ପ୍ରସ୍ତାବିତ ମଦ କାରଖାନା ବାତିଲ ପ୍ରସଙ୍ଗକୁ ନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରଶ୍ନ: ଏହି ନିଷ୍ପତ୍ତିଗୁଡ଼ିକ କିଏ ନେଇଥିଲେ ? ଯେବେ ଗଛ କାଟିବାର ଅଛି ସିଏଏମପିଏ ନିୟମକୁ ପାଳନ କରାଯିବା ଉଚିତ, ଜଙ୍ଗଲ ଜମିକୁ ଅଦରକାରୀ ଜମି ଘୋଷଣା କରିବା ଠିକ୍ ନୁହେଁ
ହକି ବିଶ୍ୱକପ ଟିକେଟ୍ ପାଇଁ ଖୋଲୁନି ୱେବସାଇଟ୍, ୧୨ଟାରେ ଖୋଲିବାକୁ ଘୋଷଣା ହୋଇଥିଲେ ବି ପେଜ୍ ଖୋଲୁନି, ୱେବସାଇଟ୍ ଖୋଲୁ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ
ବିଜେଡି-କଂଗ୍ରେସ ଭିତିରି ସମ୍ପର୍କ ନେଇ ବିଜେପିର ନାରାବାଜି, ଗୃହ ମୁଲତବି କରି ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
ଅନୁଗୁଳରେ ମାଆ ଓ ୨ ପୁଅ ନିଆଁରେ ପୋଡ଼ି ଗୁରୁତର ଘଟଣା: କଟକ ବଡ଼ ମେଡିକାଲରେ ଆଖି ବୁଜିଲେ ଦୁଇ ପୁଅ, SCB ରେ ଜୀବନ ସହ ସଂଗ୍ରାମ କରୁଛନ୍ତି ମାଆ
କୋରାପୁଟ: ମାଓବାଦୀଙ୍କ ବନ୍ଦ ଡାକରାକୁ ବିରୋଧ କରି ପୋଷ୍ଟର, ମାଓବାଦୀଙ୍କ ବନ୍ଦ ଡାକରା ଯୋଗୁ ସରକାରୀ ବସ୍ ଚଳାଚଳ ବନ୍ଦ
ନୂଆପଡ଼ା ରୋଡ୍ ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣୀ ଦାବିରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ରେଳରୋକ, ଅଧାରେ ଅଟକିଲା ରାୟପୁର-ଭବାନୀପାଟଣା ଏକ୍ସପ୍ରେସ୍
କୃଷ୍ଣ ସଗରିଆ ପ୍ରସଙ୍ଗରେ ହେମାନନ୍ଦ ବିଶ୍ୱାଳ କହିଲେ- ଦଳ ଭିତରେ ରହି ବିଭିନ୍ନ ପ୍ରକାର ମନ୍ତବ୍ୟ ଦେବା ଠିକ୍ ନୁହେଁ, ଏନେଇ ଅନୁଧ୍ୟାନ ହେବ, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ
ବାତ୍ୟା ତିତଲିରେ ମୃତକଙ୍କ ସଂଖ୍ୟା କମାଇଦେଲେ ସରକାର: ପୂର୍ବରୁ ସରକାର ମୃତ୍ୟୁ ସଂଖ୍ୟା ୭୭ କହିଥିଲେ, ଏବେ କହିଲେ ୬୫
ସଚିବାଳୟରେ ସିବିଆଇ ପଶିବା ନେଇ ବିରୋଧୀଦଳ ମୁଖ୍ୟ ସଚେତକ ତାରା ବାହିନୀପତି କହିଲେ- ସଚିବାଳୟରେ ସିବିଆଇ ଚିଟଫଣ୍ଡ ନା ଖଣି ପାଇଁ ପଶିଲା ସ୍ପଷ୍ଟ କର
ସାକ୍ଷୀଗୋପାଳରେ ଅଁଳା ନବମୀ ବେଳର ଫଟୋ ଭାଇରାଲ୍: ଗୋପାଳଜିଉଙ୍କ ନଟବର ଓ ରାଧାରାଣୀଙ୍କ ଓଡ଼ିଆଣୀ ବେଶ ଫଟୋ ଭାଇରାଲ ହୋଇଛି, ବାସୁଦେବଗୁଡୁ ସ୍ୱାଇଁ ନାମକ ଜଣେ ଯୁବକ ଭାଇରାଲ କରିଥିବା ସୂଚନା
ହାଇକୋର୍ଟରେ ଶପଥ ନେଲେ ଦୁଇ ବିଚାରପତି ଜଷ୍ଟିସ୍ ଶତ୍ରୁଘ୍ନ ପୂଜାହାରୀ ଓ ଅକ୍ଷୟ ମିଶ୍ର, ଉଭୟଙ୍କୁ ଶପଥପାଠ କରାଇଲେ ମୁଖ୍ୟ ବିଚାରପତି
ଚାନ୍ଦବାଲି: ଚିଙ୍ଗୁଡ଼ି ଚୋରି ଅଭିଯୋଗରେ ହାତ ଗୋଡ଼ ବାନ୍ଧି ଅମାନୁଷିକ ଭାବେ ପିଟି ଧାମରା ପୁଲିସକୁ ଦେଲେ ଲୋକେ
ବିୟର ଫ୍ୟାକ୍ଟ୍ରି ପାଇଁ ଗଛକଟା ପ୍ରସଙ୍ଗରେ କଂଗ୍ରେସର ମୁଲତବି ନୋଟିସ୍, ଗୃହରେ ମୁଲତବି ନୋଟିସ୍ ଗୃହୀତ; ଉତ୍ତର ରଖିବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ
ବ୍ରହ୍ମପୁର: କୋଦଳା ଥାନା ମଠସରସିଙ୍ଗିରେ ଦୋକାନ ଭିତରେ ସିମେଣ୍ଟ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା
ପୁରୀ: ବ୍ରହ୍ମ ବିଭ୍ରାଟ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଉ ୬ ଜଣ ଦଇତାପତିଙ୍କୁ ନୋଟିସ୍, ୧୫ ଦିନ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ
କଟକ: ଏଟିଏମ୍ ଭିତରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ମାଲଗୋଦାମ ଥାନାରେ ପୀଡ଼ିତାଙ୍କ ଏତଲା; ୨ ଅଟକ
ଯାଜପୁର: କଳିଙ୍ଗନଗର ଆମ୍ବଗଡ଼ିଆ ସହିଦ ସ୍ତମ୍ଭ ଚାରିକଡୁ ୧୦ଟି କଟା ହାତ ପାପୁଲି ଠାବ କଲେ ଲୋକେ
ଜଳେଶ୍ୱର: ତହସିଲଦାରଙ୍କ ନେତୃତ୍ୱରେ ମହମ୍ମଦପାଟଣାରେ ଥିବା ବେଆଇନ ବାଲି ଖାଦାନରେ ଚଢ଼ଉ, ୫ ଡମ୍ଫର, ଗୋଟିଏ ଜେସିବି ଜବତ
ପ୍ରଥମେ ଅଭିଯୋଗ ଆଉ ତା’ ପରେ ୟୁ ଟର୍ଣ୍ଣ୍ ମାରିଲେ ଅଭିନେତ୍ରୀ
ଭଞ୍ଜନଗର:ଗାଙ୍ଗପୁର ବନାଞ୍ଚଳର ସିଂହମର୍ଦ୍ଦନ ଗାଁରେ ଜଙ୍ଗଲି ବାର୍ହା ଆକ୍ରମଣରେ ଜଣେ ଗୁରୁତର, ଭଞ୍ଜନଗର ଡାକ୍ତରଖାନାକୁ ସ୍ଥାନାନ୍ତର
ଭବାନୀପାଟଣା: ନିୟମଗିରି ପାହାଡ଼ରେ ଲାଗିଲା ନକ୍ସଲ ବିରୋଧୀ ପୋଷ୍ଟର, ସଂପୂର୍ଣ୍ଣ ହିଂସାମୁକ୍ତ ଓଡ଼ିଶା ଅଭିଯାନ ପକ୍ଷରୁ ଲାଗିଛି ଏହି ପୋଷ୍ଟର
ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଛାତରୁ ପଡ଼ି ଜଣେ ରୋଗୀ ମୃତ, ମୃତକ ହରଡ଼ାପଶି ଗାଁର
ପାଟକୁରା ଥାନା ଅନ୍ତର୍ଗତ ମଧୁସୂଦନପୁର ଗାଁରେ ଜେଜେବାପା, ଜେଜେମା ଓ ପିଉସୀଙ୍କୁ ମାରି ଦେଲେ ମଦ୍ୟପ ଯୁବକ; ମାଆ ଗୁରୁତର, ଅଭିଯୁକ୍ତ ଫେରାର
First
Prev
1656
1657
1658
1659
1660
1661
1662
1663
1664
1665
1666
Next
Last
© 2022 - Odisha Television Limited. All Rights Reserved.