ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
ଭଞ୍ଜନଗର: ବୁଗୁଡ଼ା ଥାନା ରାମପାଦ ଜଙ୍ଗଲରେ ନୟାଗଡ଼ର କୁଖ୍ୟାତ ଡକାୟତ ବେଣୁ ବାରିକକୁ ଏନକାଉଣ୍ଟର
କଟକ: ବର୍ଷୀୟାନ୍ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲରେ ପରଲୋକ ଅନେକ ଲୋକପ୍ରିୟ ସଙ୍ଗୀତ ଭେଟି ଦେଇଥିଲେ ଚିତ୍ତ ଜେନା
ଜଗତସିଂହପୁର: କଟକ-ପାରାଦୀପ ରାସ୍ତାର ଅଥଙ୍ଗା ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର, ୨ ଜଣ ବାଇକରେ କଟକରୁ ଫେରିବା ବାଟରେ ଦୁର୍ଘଟଣା ଘଟିଥିଲା
ଇଟାଲୀରେ ହେବ ଦୀପିକା-ରଣବୀରଙ୍କ ଡେଷ୍ଟିନେସନ୍ ୱେଡିଂ
ସୁଲତା ଦେଓ ସାଧାରଣ ସମ୍ପାଦକ ଓ ଏଲିନା ଦାଶ ହେଲେ ବିଜୁ ମହିଳା ଜନତା ଦଳର ସମ୍ପାଦକ
ଶ୍ରୀମୟୀ ମିଶ୍ର, ଲୋପାମୁଦ୍ରା ବକ୍ସିପାତ୍ର, ସୁଲୋଚନା ଦାସ ଓ ଗୀତାଞ୍ଜଳି ବସ୍ତିଆ ହେଲେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାନେତ୍ରୀ
ମିଳା ମଲ୍ଲିକ୍ ହେଲେ ବିଜେଡି ଉପସଭାନେତ୍ରୀ ଓ ବିଜେଡି ମହିଳା ଶାଖାର ଉପଦେଷ୍ଠା, ଏଥିସହ ଜ୍ୟୋତି ପାଣିଗ୍ରାହୀ ଓ କସ୍ତୁରୀ ମହାପାତ୍ର ହେଲେ ସହଉପଦେଷ୍ଟା
ବିଜେଡି ମହିଳା ସଭାନେତ୍ରୀ ପଦରୁ ହଟିଲେ ପ୍ରମିଳା ମଲ୍ଲିକ: ମୀନତି ବେହେରା ହେଲେ ନୂଆ ସଭାନେତ୍ରୀ, ଆଜି ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ପଦରୁ ଦେଇଥିଲେ ଇସ୍ତଫା
ସମତାକ୍ରାନ୍ତି ଦଳ ମୁଖ୍ୟ ବ୍ରଜ ତ୍ରିପାଠୀ କହିଲେ- ଦାମ ବାବୁଙ୍କ ପ୍ରତି ସହଯୋଗ ଓ ସମର୍ଥନ ରହିଛି, ଦଳର ନାମ ସଂଶୋଧନ ପ୍ରସ୍ତାବ ଆସିଛି, କାର୍ଯ୍ୟକାରୀ କମିଟି ବୈଠକରେ ଏନେଇ ନିଷ୍ପତ୍ତି ହେବ
ଯାଜପୁର: କୁଆଖିଆ ଥାନା କୁରୁକୁରା ଗାଁରେ ପୋଖରୀରେ ବୁଡ଼ି ୨ ବାଳିକା ମୃତ; ପୋଖରୀକୁ ଗାଧୋଇବାକୁ ଯାଇଥିଲେ
ଭୁବନେଶ୍ୱର: ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ପଦରୁ ମୀନତି ବେହେରାଙ୍କ ଇସ୍ତଫା; କାର୍ଯ୍ୟକାଳ ଅବଧି ସରିବା ପୂର୍ବରୁ ଇସ୍ତଫା
ଉମରକୋଟ: ଚନ୍ଦାହାଣ୍ଡି ଘାଟିରେ ସ୍କୁଲ ବସ୍ ଓଲଟି ୩ ସ୍କୁଲ ଛାତ୍ର ମୃତ, ୫ ଗୁରୁତର, ଉମରକୋଟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବସ୍, ପିଲାଙ୍କୁ ଧରି ପାଠଚକ୍ର ଉଦ୍ଦେଶ୍ୟରେ ଚନ୍ଦାହାଣ୍ଡି ଯାଉଥିଲା
ବାଲେଶ୍ୱର ଜେଲ୍ରେ ଜଣେ ଆଜୀବନ କଏଦୀର ଆକ୍ରମଣରେ ବିଚାରାଧୀନ ବନ୍ଦୀ ମୃତ: ତାଙ୍କ ନାଁ ରାମଚନ୍ଦ୍ର ଦାସ, ୪ ଦିନ ତଳେ ରାମଚନ୍ଦ୍ର ବାଲେଶ୍ୱର ଜେଲ୍କୁ ଆସିଥିଲେ
ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପଦରୁ ଲୋପାମୁଦ୍ରା ବକ୍ସିପାତ୍ରଙ୍କ ଇସ୍ତଫା: ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫାପତ୍ର ପଠାଇଥିବା ସୂଚନା, କାର୍ଯ୍ୟକାଳ ଅବଧି ୩ବର୍ଷ ପୂରିବା ପୂର୍ବରୁ ଇସ୍ତଫା
ପ୍ରଶାସନ ବ୍ୟବସାୟୀ ସଂଘର ଦାବି ପୂରଣ କରିବା ପରେ କଟକ ବାଲିଯାତ୍ରା ବିବାଦ ତୁଟିଲା: ପ୍ଲଟ୍ ଆବଣ୍ଟନ ଆରମ୍ଭ
ବାଲିଗୁଡ଼ା: କୋଟଗଡ଼ ଥାନା ଦୁର୍ଗାପଙ୍ଗାରେ ମାଓ ପୋଷ୍ଟର; ପୁଲିସ୍ ଇନ୍ଫର୍ମର ନ ହେବାକୁ ପୋଷ୍ଟରରେ ଉଲ୍ଲେଖ
ଭୁବନେଶ୍ୱର: ଯୌତୁକ ପାଇଁ ବୋହୂକୁ ପୋଡ଼ି ମାରିଥିବା ଅଭିଯୋଗ; ନନ୍ଦନକାନନ ଥାନା ଅନ୍ତର୍ଗତ ଗୋକନପୁର ଗାଁରୁ ମୃତଦେହ ଜବତ, ସ୍ୱାମୀ, ଶାଶୂ ଓ ଶ୍ୱଶୁର ଅଟକ
ଏନ୍କାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ
ଭଞ୍ଜନଗର: ବୁଲା ବିକାଳୀକୁ ହତ୍ୟା ଘଟଣାରେ ଜଣେ ଓକିଲଙ୍କୁ ଗିରଫ କଲା ପୁଲିସ୍; ତାଙ୍କ ନାଁ ଗୋଲକ ବେହେରା, ନୟାଗଡ଼ରେ ଓକିଲାତି କରନ୍ତି, ଗତ ୫ରେ କବାଡ଼ିବାଲା ବାଳକୃଷ୍ଣ ସାହୁଙ୍କୁ ହତ୍ୟା କରାଯାଇଥିଲା
ଆଠଗଡ଼: ଖୁଣ୍ଟୁଣି ରେଞ୍ଜ୍ ବଉଳ-ସାରକୋଳିରେ ସୋଲାର ବାଡ଼ ଭାଙ୍ଗି ରାସ୍ତାରେ ବୁଲୁଛନ୍ତି ହାତୀପଲ ; ଯାତାୟାତ ବାଧାପ୍ରାପ୍ତ; ଲୋକେ ଆତଙ୍କିତ, ହାତୀପଲଙ୍କୁ ଘଉଡ଼ାଇବାକୁ ବନ ବିଭାଗର ଉଦ୍ୟମ
ସୋର: ସିମୁଳିଆ ଥାନା କୋପୁରା ଗାଁରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ; ୫ ଗୁରୁତର, ଜମିରେ ବାଡ଼ ପକାଇବାକୁ ନେଇ ପରସ୍ପରକୁ ଆକ୍ରମଣ
ଭୁବନେଶ୍ୱର: ବାପୁଜୀ ନଗର SBI ବ୍ରାଞ୍ଚର ଦ୍ୱିତୀୟ ମହଲାରେ ଲାଗିଛି ନିଆଁ; ନିଆଁ ଲିଭା କାର୍ଯ୍ୟରେ ୨ଟି ଦମକଳ ବାହିନୀ ନିୟୋଜିତ
ବିମୁଦ୍ରାକରଣ ନେଇ କେନ୍ଦ୍ରକୁ କଂଗ୍ରେସର ଟାର୍ଗେଟ୍
ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଟ୍ୱିଟ୍: ଆପଣ ପୁଞ୍ଜି ନିବେଶପ୍ରେମୀ ବୋଲି କାଗଜ ପତ୍ରରେ ଦେଖାଇଲେ ଚଳିବ ନାହିଁ, ବାସ୍ତବରେ ଏହାକୁ କାର୍ଯ୍ୟକାରୀ କରିବା ଉଚିତ
ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଟ୍ୱିଟ୍: ରାଜ୍ୟ ସରକାର ଶିଳ୍ପ କାରଖାନା ପ୍ରତି ପ୍ରତିଶୋଧ ପରାୟଣ ହେଉଛନ୍ତି,ଆମେ ବାହାର କମ୍ପାନୀ ଆସିବା କଥା ଆଶା କରିବା ଉଚିତ ନୁହେଁ
First
Prev
1660
1661
1662
1663
1664
1665
1666
1667
1668
1669
1670
Next
Last
© 2022 - Odisha Television Limited. All Rights Reserved.