ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
କୃଷ୍ଣ ମହାରଣାଙ୍କ ଅଭିଯୋଗ ନେଇ ଦଇତାପତି ନିଯୋଗର ସହସଂପାଦକ ବିନାୟକ ଦାସମହାପାତ୍ର କହିଲେ-ଅଭିଯୋଗ ଭିତ୍ତିହୀନ, କିଛି ସତ୍ୟତା ନାହିଁ
ଅଢ଼େଇ ମାସ ପରେ ହାଇକୋର୍ଟ ଓକିଲ ଆନ୍ଦୋଳନ ପ୍ରତ୍ୟାହୃତ: କାଲିଠାରୁ କୋର୍ଟ କାର୍ଯ୍ୟରେ ଯୋଗଦେବେ ଆଇନଜୀବୀ, ବାର୍ ସାଧାରଣ ପରିଷଦ ବୈଠକରେ ହେଲା ନିଷ୍ପତ୍ତି
ସୁପ୍ରିମକୋର୍ଟରେ ରାଫେଲ୍ ଦୁର୍ନୀତି ମାମଲାର ଚାଲିଛି ଶୁଣାଣି
ବ୍ରହ୍ମ ବିଭ୍ରାଟ ନୋଟିସ୍କୁ ନେଇ ଦେବଦଳନ ରଥ ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା କହିଲେ- ମୋତେ ନୋଟିସ୍ ମିଳିନି, ମିଳିଲେ ଉତ୍ତର ଦେବି, ଆମକୁ ନିନ୍ଦିତ କରିବା ପାଇଁ ଏପରି ଷଡ଼ଯନ୍ତ୍ର ହୋଇଛି
ବ୍ରହ୍ମ ବିଭ୍ରାଟକୁ ନେଇ ଦେବଦଳନ ରଥ ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣାଙ୍କ ବିସ୍ଫୋରକ ବୟାନ: କହିଲେ- ଦାରୁ ଚିହ୍ନଟରେ ଟଙ୍କା କାରବାର ହୋଇଛି, ଯିଏ ଟଙ୍କା ଦେଲା ତାଙ୍କ ଦାରୁ ଚିହ୍ନଟ କରାଯାଇଛି
ଅନୁଗୋଳ: ହଣ୍ଡପା ରେଞ୍ଜରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତାହାତୀ ମୃତ୍ୟୁ ବରଣ କରିଥିବା ସନ୍ଦେହ
ପାରାଦୀପ ବିଧାୟକ ଦାମୋଦର ରାଉତଙ୍କୁ ବି ସମାଲୋଚନା କଲେ ମନ୍ତ୍ରୀ ପ୍ରତାପ ଜେନା: କହିଲେ- ଯିଏ ବିଜେଡି ଛାଡ଼ିଛି, ତାଙ୍କ ଅବସ୍ଥା କ’ଣ ହୋଇଛି ସବୁ ଜାଣିଛନ୍ତି, ଦାମ ବାବୁଙ୍କ ସ୍ଥିତି ଆହୁରି ସଙ୍ଗୀନ ହେବ
ଧର୍ମଗଡ଼: ଧର୍ମଗଡ଼ ନିକଟ ଥନଟ ଗାଁରେ ଗ୍ୟାସ୍ ଟାଙ୍କି ଫାଟି ପରିବାରର ୩ ଜଣଙ୍କ ମୃତ୍ୟୁ; ମା’ ଏବଂ ୨ ପୁଅ ଝିଅଙ୍କ ଶୋଚନୀୟ ମୃତ୍ୟୁ, ସକାଳେ ରୋଷେଇ କଲା ବେଳେ ଫାଟିଲା ଗ୍ୟାସ୍ ଟାଙ୍କି
କଟକ: ଧବଳେଶ୍ୱର ନିକଟ ମହାନଦୀ ପଠାରୁ ଆଠଗଡ଼ ଫେରିଲେ ହାତୀପଲ; ପ୍ରାୟ ୧୦ଟି ହାତୀ ଥିବା ସୂଚନା
ଖୋର୍ଦ୍ଧା: ବେଗୁନିଆ ଗେଡ଼ଇାପଲ୍ଲୀ ରାସ୍ତାରୁ ୬୦ ଲକ୍ଷ ଲୁଟ୍ ଘଟଣା; ବୈଦେଶ୍ୱର ଅଞ୍ଚଳରୁ ଅଭିଯୁକ୍ତଙ୍କୁ ଧରିଲା ପୁଲିସ; ଟଙ୍କା ବ୍ୟାଗ୍ ଜବତ
ଭଞ୍ଜନଗର: ଓକିଲଙ୍କୁ ପୁଲିସର ମାଡ଼ ଘଟଣା ବିବାଦ ତେଜିଲା; ଆଜି ଭଞ୍ଜନଗର ଓ ବୁଗୁଡ଼ାରେ କୋର୍ଟ ବର୍ଜନ କରିବେ ଓକିଲ ସଂଘ, ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଆଜି ବୁଗୁଡ଼ାରେ ଓକିଲ ସଂଘର ବୈଠକ
ନିଆଳି ନୂଆଗାଁରେ ଜଣଙ୍କ ଘର ଉପରକୁ ବୋମାମାଡ଼: ୨ଟି ବୋମା ଫୁଟିଲା; ଗୋଟିଏ ଅଫୁଟା ବୋମା ଜବତ, କାରଣ ଅସ୍ପଷ୍ଟ
ବାଲେଶ୍ୱର: ମିରିଗିମୁଣ୍ଡି ଛକରେ ଅବକାରୀ ସ୍କ୍ୱାଡକୁ ମାଡ଼; ୩ ଗୁରୁତର, ରୁପ୍ସା ଅଞ୍ଚଳରେ ଚଢ଼ଉ କରି ମଦ ଜବତ ସହ ଜଣଙ୍କୁ ଗିରଫ କରି ଫେରିବା ବାଟରେ ଆକ୍ରମଣ, ଅଭିଯୁକ୍ତକୁ ଛଡ଼ାଇ ନେଲେ ଲୋକେ
ପୁରୀ: ଶ୍ରୀମନ୍ଦିରରେ ମଙ୍ଗଳ ଆଳତୀ ସମୟରେ ବ୍ୟାରିକେଡ୍ ଭାଙ୍ଗି ଯିବାରୁ ଜଣେ ହବିଷ୍ୟାଳି ଗୁରୁତର; ଡାହାଣ ଗୋଡ଼ ଭାଙ୍ଗିଛି, ପୁରୀ ଡାକ୍ତରଖାନାରେ ଭର୍ତ୍ତି
ଖୋର୍ଦ୍ଧା: ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ-ଚାନ୍ଦପୁର ଠାରେ ଛିଡ଼ା ହୋଇଥିବା ଟ୍ରକ୍କୁ ପଛପଟରୁ ପିଟିଲା ମିନି ଟ୍ରକ୍; ୨ ମୃତ, ୨ ଗୁରୁତର
ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ରଣବୀର-ଦୀପିକା
ବାସୁଦେବପୁର: ଧାମରା-କଟକ ରାସ୍ତାର କୁଆମରା ଛକରେ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା; ୨୦ ଆହତ, ସମସ୍ତ ଆହତ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି
ନୀଳଗିରି ଥାନା ଅଞ୍ଚଳରେ ପୁଣି ଝାଡ଼ଖଣ୍ଡୀ ହାତୀ ଭୟ: ଗୋପାଳପୁର ଜଙ୍ଗଲକୁ ପଶି ଆସିଛନ୍ତି ୪୦ରୁ ଊର୍ଦ୍ଧ୍ୱ ହାତୀ
ଭଞ୍ଜନଗର: ବୁଗୁଡ଼ା ଥାନା ଭିତରେ ଓକିଲ ହରପ୍ରସାଦ ଦାଶଙ୍କୁ ପୁଲିସର ମାଡ଼ ଅଭିଯୋଗ, ଗୁରୁତର ଅବସ୍ଥାରେ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି
ବାଲେଶ୍ୱର: ବୃଦ୍ଧଙ୍କୁ ଧକ୍କା ମାରି ଟଙ୍କା ବ୍ୟାଗ୍ ଝାମ୍ପି ନେଇ ୨ ଦୁର୍ବୃତ୍ତ, ବାଲିଆପାଳ SBI ରୁ ଟଙ୍କା ଉଠାଇ ଫେରିବା ବେଳେ ଲୁଟ୍
ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ମୁଖ୍ୟ ପ୍ରଶାସକଙ୍କ ସମୀକ୍ଷା: କାର୍ତ୍ତିକ ମାସ ପରେ ମହାପ୍ରସାଦ ରେଟ୍ ଚାର୍ଟ ବ୍ୟବସ୍ଥା ହେବ, ଚଳନ୍ତି ପ୍ରତିମା ଭାବେ ପୂଜିତ ଲକ୍ଷ୍ମୀ, ନାରାୟଣ, ମଦନ ମୋହନ ଓ ବାମନ ପ୍ରତିମା ବଦଳିବ
ନୂଆପଡ଼ା ଏସ୍ପିଙ୍କ ପାଖରେ ଆତ୍ମସମର୍ପଣ କଲେ ହାର୍ଡକୋର ମାଓବାଦୀ ଡାଲମତୀ ପହରିଆ, ତାଙ୍କୁ ଧରାଇ ଦେବା ପାଇଁ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା
କ୍ରାଇମବ୍ରାଞ୍ଚ୍ ମହଲତ ମାଗିବାରୁ ହାଇକୋର୍ଟରେ ପୁଲିସ୍-ଓକିଲ ବିବାଦ ଜନସ୍ୱାର୍ଥ ମାମଲାର ଶୁଣାଣି ପୁଣି ଗୁରୁବାରକୁ ଘୁଞ୍ଚିଲା, ମୁଖ୍ୟ ବିଚାରପତିଙ୍କ ତତ୍ତ୍ୱାବଧାନରେ ହେବ ଶୁଣାଣି
ବାଲେଶ୍ୱର: ବିନା କାଗଜପତ୍ରରେ ଗାଡ଼ି ଚାଲିବା ଅଭିଯୋଗରେ ନୀଳଗିରିରେ ୨ଟି ସ୍କୁଲ୍ ଭ୍ୟାନ୍କୁ ଜବତ କଲା RTO, ୨ ଡ୍ରାଇଭର ଫେରାର
ହାଓ୍ୱଡ଼ାରୁ ପୁରୀ ଆସିବା ବାଟରେ ଭୋଗପୁର-ପାଂସକୁରା ମଧ୍ୟରେ ଧଉଳି ଏକ୍ସପ୍ରେସ୍ର ଗୋଟିଏ ବଗି ଲାଇନଚ୍ୟୁତ, ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା
First
Prev
1659
1660
1661
1662
1663
1664
1665
1666
1667
1668
1669
Next
Last
© 2022 - Odisha Television Limited. All Rights Reserved.