ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
ଜଗତସିଂହପୁର: ରାଜା ମାନିଲା ସତ; ନର୍ସ ନିହାରିକା ପାତ୍ରକୁ ହତ୍ୟା କରି ପ୍ଲାଷ୍ଟିକ୍ ଅଖାରେ ପୂରାଇ ବାଇକ୍ରେ ନେଇ ନଦୀକୁ ଫିଙ୍ଗି ଦେଇଥିଲା ରାଜା।
ଗାଡ଼ିରେ କଣ୍ଡୋମ୍ ନ ରଖିଲେ ଦେବେ ଫାଇନ୍ ! କିନ୍ତୁ କାହିଁକି ଜାଣନ୍ତୁ
ପୁଣି କମିଲା ସୁନା ଦର
ରାଜ୍ୟସଭାରୁ ସସପେଣ୍ଡ୍ ହେଲେ TMC ସାଂସଦ ଶାନ୍ତନୁ ସେନ
ଚୋରୀ ଧରାଇଲେ ମିଳିବ ୨୫ ଲକ୍ଷ ପୁରସ୍କାର
ବସ୍ ଦୁର୍ଘଟଣାରେ ୩ କଂଗ୍ରେସ କର୍ମୀ ମୃତ
ଟୋକିଓ ଅଲମ୍ପିକ ୨୦୨୧: ଉଦ୍ଘାଟନୀ ସମାରୋହରେ ଭାଗ ନେବେ ୨୬ ଭାରତୀୟ
ଏନକାଉଣ୍ଟରରେ ୨ ଆତଙ୍କୀ ନିପାତ
ପ୍ରଣତୀ ନାୟକଙ୍କ ଉପରେ ସମସ୍ତଙ୍କ ନଜର, ଟୋକିଓ ଅଲିମ୍ପିକ୍ସରେ ଭାରତର ଏକମାତ୍ର ଜିମ୍ନାଷ୍ଟ
ବିନା ଦର୍ଶକରେ ବାଜିବ ଅଲିମ୍ପିକ୍ସ ବିଗୁଲ, ଭାରତ ରଖିଛି ୧୦ରୁ ଅଧିକ ପଦକ ଆଶା; ଜାଣନ୍ତୁ କିଏ ଆଣିବେ..
ଜନ୍ତରମନ୍ତରରେ ଚାଷୀ ଆନ୍ଦୋଳନ, ବ୍ୟାପକ ସୁରକ୍ଷାକର୍ମୀ ମୁତୟନ
ଚୀନରେ ପ୍ରଳୟଙ୍କରୀ ବନ୍ୟା: ମୁଣ୍ଡରେ ହାତ ଦେଲେଣି ଜିନ୍ପିଙ୍ଗ୍ !
ଦକ୍ଷିଣପୂର୍ବ ରେଲୱେର ନୂଆ ମହାପ୍ରବନ୍ଧକ ଭାବେ ଓଡ଼ିଆ ଅଫିସର ସଞ୍ଜୟ କୁମାର ମହାନ୍ତି ନିଯୁକ୍ତ। କ୍ୟାବିନେଟ କମିଟିର ଅନୁମୋଦନ ପରେ ତାଙ୍କ ନା ଘୋଷଣା, ୧୯୮୫ ମସିହା ଆଇଆରଟିସି ବ୍ୟାଚର ସଞ୍ଜୟ ପୂର୍ବରୁ ଦକ୍ଷିଣ ପୂର୍ବ ରେଳବାଇର ପ୍ରିନ୍ସିପାଲ ଏଗ୍ଜିକ୍ୟୁଟିଭ୍ ଡାଇରେକ୍ଟର ଭାବେ କାର୍ଯ୍ୟ କରିଥିଲେ
ଓଡ଼ିଶା ଆସୁଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ମୁଖ୍ୟ କେ. ଶିବନ୍, ଭୁବନେଶ୍ୱର IITର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ
କଟକ: ବଜ୍ରକବାଟୀ ରୋଡ୍ BSNL ଅଫିସରେ ଅଗ୍ନିକାଣ୍ଡ; ନିଆଁ ଲାଗିବା ଯୋଗୁ କଟକରେ BSNL ସେବା ଠପ୍
ଭୁବନେଶ୍ୱରରୁ ବ୍ୟାଙ୍କକ୍ ବିମାନ ଉଡ଼ାଣ ସାମୟିକ ବନ୍ଦ; ଉଡ଼ାଣ ବନ୍ଦ ନେଇ ବିଧିବଦ୍ଧ ଚିଠି କଲେ ଏୟାର ଏସିଆ କର୍ତ୍ତୃପକ୍ଷ
କମିଲା କର୍ପୋରେଟ୍ ଟ୍ୟାକ୍ସ; କର୍ପୋରେଟ୍ ଟ୍ୟାକ୍ସ କମିବା ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ପରେ ସେନ୍ସେକ୍ସ ବଢ଼ିଲା। ମାତ୍ର ୨୦ ମିନିଟ୍ ମଧ୍ୟରେ ସେନ୍ସେକ୍ସ ୧୬୦୦ ପଏଣ୍ଟ ବୃଦ୍ଧି
କମିଲା କର୍ପୋରେଟ୍ ଟ୍ୟାକ୍ସ; ନୂଆ ଘରୋଇ କମ୍ପାନୀକୁ ଆକୃଷ୍ଟ କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରତିଶ୍ରୁତି,୧୯-୨୦ ଆର୍ଥିକ ବର୍ଷରୁ ଘରୋଇ କମ୍ପାନୀ ୨୨% ଟ୍ୟାକ୍ସ ଦେବେ। ୨୨% ଟିକସ ଦେଉଥିବା କମ୍ପାନୀକୁ ଅନ୍ୟ ଟିକସ ଛାଡ଼ ସୁବିଧା ମିଳିବନି।
କମିଲା କର୍ପୋରେଟ୍ ଟ୍ୟାକ୍ସ; କର୍ପୋରେଟ୍ ଟ୍ୟାକ୍ସ କମିବା ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ଼ ଘୋଷଣା, ମିନିମମ୍ ଅଲଟର୍ନେଟିଭ୍ ଟ୍ୟାକ୍ସ (MAT) ୧୮.୫%ରୁ ୧୫% କୁ ହ୍ରାସ, ସର୍ଚାର୍ଜ ଓ ସେସ୍ ସହ ମିଶି କମ୍ପାନୀଗୁଡ଼ିକ ୨୫.୧୭% ଟିକସ ଦେବେ
ବାଙ୍କୀ: ବାରଙ୍ଗ ଥାନା ପଞ୍ଚୁପାଲ ରାସ୍ତାରେ ଯୁବକଙ୍କୁ ହତ୍ୟା ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍: ସନ୍ଦିଗ୍ଧକୁ ଘଟଣାସ୍ଥଳ ନେଇ ଛାନଭିନ୍ କରୁଛି ପୁଲିସ୍
ବଲାଙ୍ଗିର: ଭିଜିଲାନ୍ସ ଜାଲରେ ବଲାଙ୍ଗିର ଅବକାରୀ ବିଭାଗର ମୁଖ୍ୟ କିରାଣି ତ୍ରିନାଥ ସେଠ ; ତାଙ୍କ ଘର ଓ ଅଫିସ୍ରେ ଚଢ଼ାଉ; ତ୍ରିନାଥଙ୍କ ସ୍ତ୍ରୀ ୱେସ୍କୋ ଜୁନିଅର ଆକାଉଣ୍ଟାଣ୍ଟ ସୀତାରାଣୀ ସେଠଙ୍କ ଘରେ ମଧ୍ୟ ଭିଜିଲାନ୍ସ ରେଡ୍
ଓଡ଼ିଶା କ୍ରିକେଟ ଆସୋସିଏସନ ନିର୍ବାଚନ; ଆଜି ନାମାଙ୍କନ, ୨୭ରେ ନିର୍ବାଚନ
ସୁନ୍ଦରଗଡ଼: କୁର୍ତା ବ୍ଲକ ଖଟକୁରବାହାଲ ଗାଁରେ ଡେଙ୍ଗୁ ଆତଙ୍କ; ୫୬ ଡେଙ୍ଗୁ ଆକ୍ରାନ୍ତ ସୁନ୍ଦରଗଡ଼ ମେଡିକାଲରେ ଚିକିତ୍ସାଧୀନ; ଭୟରେ ସୁନ୍ଦରଗଡ଼ରୁ ରାଉରକେଲା ପଳାଇଲେ ଆକ୍ରାନ୍ତଙ୍କ ସମ୍ପର୍କୀୟ
ଆର୍ଥିକ ସଂକଟର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଆଉ ଏକ ପଦକ୍ଷେପ
ଆଠଗଡ଼: କୁଲେଇଲସ୍ଥିତ ଏକ ଘରୋଇ ସେବାକେନ୍ଦ୍ର ଉପରେ ଭୋର ସମୟରେ ବୋମାମାଡ଼; କାରଣ ଅସ୍ପଷ୍ଟ, ପୋଲିସର ତନାଘନା
First
Prev
1141
1142
1143
1144
1145
1146
1147
1148
1149
1150
1151
Next
Last
© 2022 - Odisha Television Limited. All Rights Reserved.