Daily Horoscope 4th Dec 2022: ଆଜି ଏହିସବୁ ରାଶିର ବ୍ୟକ୍ତି ସତର୍କ ରୁହନ୍ତୁ

ସୌର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୪ ତାରିଖ, ରବିବାର। ଚନ୍ଦ୍ର  –  ମୀନ ପ୍ରାତଃ ୦୬/୧୬ ଗତେ ମେଷ ତିଥି- ୧୨ଶୀ ନିଶାନ୍ତ ୦୫/୫୮ ଗତେ ୧୩ଶୀ ଘାତ ଚନ୍ଦ୍ର- ଧନୁ ପ୍ରାତଃ ୦୬/୧୬ ଗତେ ମେଷ ଘାତ ବାର – ମେଷ ପୁଷ୍କର ଦୋଷ – ୨ ପାଦ - କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ନିଶାନ୍ତ ୦୫/୫୮ ଗତେ ୧ ପାଦ- କୃଷିହାନି- ଭୂମିଦାନ।

Aries

ମେଷ

Sunday 04 Dec 2022

ଅଶ୍ୱନୀ – ଦେହ ପ୍ରତି ଯତ୍ନଶୀଳ ରୁହନ୍ତୁ।  ବିରୋଧୀ ବନ୍ଧୁତାର ହାତ ବଢ଼ାଇବେ। କାର୍ଯ୍ୟ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି କରି ପାରନ୍ତି
ଦ୍ୱିଜା – ଉତ୍ତମ ବାଣିଜ୍ୟ, ବ୍ୟବସାୟ ଏବଂ ଉତ୍ତମ ଆୟ ଲାଭ କରିବେ । ପ୍ରଶାସନିକ ବିରୋଧି ଦେଖା ଦେଇପାରେ ।
କୃତିକା – ଲେଖାପଢାରେ ସାଥିଙ୍କ ସାହାଯ୍ୟ ସହଯୋଗ ମିଳିବ। ଭୂ-ସମ୍ପତ୍ତିରେ ଭାବି ଚିନ୍ତି ଅର୍ଥ ନିବେଶ କରନ୍ତୁ ।

ପ୍ରତିକାର -  ମା’ ମଙ୍ଗଳାଙ୍କର ପୂଜା ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :