Daily Horoscope 10th Oct 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ନୂତନ ନିଯୁକ୍ତିର ସୂଚନା ମିଳିବ

ସୈାର କନ୍ୟା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ସୋମବାର ଚନ୍ଦ୍ର – ମୀନ ରାଶିର ଘାତ ଚନ୍ଦ୍ର- ଧନୁ, ତୁଳା ରାଶିର ଘାତ ବାର – ମିଥୁନ ରାଶିର ପୁଷ୍କର ଦୋଷ – ରାତ୍ରି ୦୧/୩୯ ଗତେ ୧ପାଦ । ଗୋପଶୁ- ଅନ୍ନଦାନ

Aries

ମେଷ

Monday 10 Oct 2022

ମୃଗଶିରା - ବନ୍ଧୁଙ୍କ ସହିତ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି । କର୍ମ କ୍ଷେତ୍ରରେ ସଫଳତା ଲାଭ କରିବେ । ସାମୟୀକ ଦେହ ପିଡା ଦେଖା ଦେବ ।

ଆଦ୍ରା - ବ୍ୟବସାୟରେ ଉନ୍ନତି ପଥରେ ଅଗ୍ରସର ହେବେ । ରାଜେନୈତିକ ଜୀବନ ଉଥାନ୍ ,ପତନରେ ଗତି କରିବ । ଛାତ୍ରଛାତ୍ରି ମାନେ ପ୍ରତିଯୋଗିତା ସଫଳତା ଲାଭ କରିବେ

ପୁନର୍ବସୁ –ଜମିଜମାକୁ ନେଇ ଶତୃ ଉପୁଜିବେ । ମହିଳା ମାନେ କ୍ଷମତାଶାଳୀ ହେବେ ।

ପ୍ରତିକାର – ବୁଧଙ୍କର ମନ୍ତ୍ର ଓଁ ବୁଧାୟ ନମଃ ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :