ୱେଷ୍ଟଇଣ୍ଡିଜକୁ ତୃତୀୟ ଦିନିକିଆରେ ହରାଇ ସିରିଜ ପୋଛିନେଲା ଭାରତ । ୱେଷ୍ଟଇଣ୍ଡିଜକୁ  ବିପକ୍ଷ ଦିନିକିଆ ସିରିଜକୁ ୩-୦ରେ ଜିତିଲା ଭାରତ । ଭାରତ ପ୍ରଥମେ ୩୬ ଓଭରରେ ୩ ଓ୍ୱିକେଟ ହରାଇ ୨୨୫ ରନ୍ କରିଥିଲା । ଶୁବମନ ଗିଲ୍ ୯୮ ରନ୍ ଓ ଧଓ୍ୱନ ୫୮ ରନ୍‌ରେ  ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ।