ପାଖରେ ବିଏସଏସି, ବିଇଡି ଡିଗ୍ରୀ ଥାଇ ବି ହେଲେ ମିଳୁନଥିଲା ଚାକିରି..ବେରୋଜଗାର ହୋଇ ବୁଲୁଥିଲେ.. ଚିନ୍ତା କରୁ କରୁ ଦିନେ ଉପାୟ ମିଳିଗଲା.. ଆଜି ସେ ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି.. ଆଉ ନିଜ ଗାଁର ୧୦ ଜଣ ଶିକ୍ଷିତ ବେକାରୀଙ୍କୁ ମଧ୍ୟ ରୋଜଗାର ଦେଇଛନ୍ତି..