By: Pallipuspa Samal
Last updated: 02 October 2022, 08:23 AM IST
ମାଆ ମତେ ଏତେ ପାଠ ପଢିବାକୁ କୁହନି...ମୁଁ ଏତେ ପାଠ ପଢି କଣ କରିବି? ବୁଢା ହେବି ପଛେ ପାଠ ସରିବନି...ବାସ୍ ଏତିକି କହି କାନ୍ଦି ପକାଉଛି କୁନି ପୁଅ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ