ଆରେ ଆମେ ପୁରୁଣା କଂଗ୍ରେସିଆ ନେତା। ଆମ ଦେହରେ କଂଗ୍ରେର ରକ୍ତ ଟକଟକ। ତୁ ଆଉ ଏଠି ବେଶି କଟିଂ ନଦେଖେଇ ମୋ ଗାଡ଼ିଟାକୁ ଟିକେ ଯୋଡାଯୋଡି କରି ଦେ। ମୁଁ ସିଧା ଏଇ ଗାଡ଼ିରେ ଦିଲ୍ଲୀ ପଳେଇବି।