ଜିତ୍‌ ଓ କ୍ରିଷ୍ଣାଙ୍କ ବଣ୍ଡିଂ ବହୁତ ଷ୍ଟ୍ରଙ୍ଗ୍‌: ସିକ୍ୟୁରିଟିଠାରୁ ବଞ୍ଚିବା ପାଇଁ ଏମିତି ଦୌଡୁଛନ୍ତି ନାୟକ...ବୟସ ଏତେ କମ୍‌ କିନ୍ତୁ ଟିକିଏ ବି କାନ୍ଦୁନାହାନ୍ତି କ୍ରିଷ୍ଣା। ତରଙ୍ଗର ଅପ୍‌ କମିଙ୍ଗ ଫିଲ୍ମ “ହାଏ କୃଷ୍ଣ”ର କେମିତି ଚାଲିଛି ସୁଟିଂ? ଦେଖନ୍ତୁ ତାହାର କିଛି ଝଲକ୍‌....