ଏଇଠି ତିଆରି ହେଉଛି ବିଶ୍ୱର ସବୁଠୁ ଉଚ୍ଚ ଶିବମୂର୍ତ୍ତି। ଆଉ ମାତ୍ର ଦୁଇରୁ ତିନିମାସ ଭିତରେ ସରିବ ପୂରା କାମ। ମୁଖ ଦର୍ଶନ ପାଇଁ ଯିବାକୁ ପଡ଼ିବ ଲିଫ୍ଚରେ। ଜାଗରରେ ଦର୍ଶନ କରନ୍ତୁ ବିଶ୍ୱର ସବୁଠୁ ଉଚ୍ଚ ଶିବମୂର୍ତ୍ତିକୁ