ରାଜ୍ୟକୁ କରୋନାର ଚତୁର୍ଥ ଲହରି ଆସିବା ଅଧିକ ବିଳମ୍ବ ନୁହେଁ। ଆଉ କିଛି ସପ୍ତାହ ଭିତରେ ରାଜ୍ୟରେ ସଂକ୍ରମଣ ବଢ଼ିପାରେ। ଦିଲ୍ଲୀରେ ସଂକ୍ରମଣ ହାର ଦ୍ରୁତ ଗତିରେ ବଢୁଥିବା ବେଳେ ପିଲାଙ୍କ ପାଇଁ ଏହା ବିପଜ୍ଜନକ ନୁହେଁ ବୋଲି କୁହାଯାଉଛି।