ଦିନକୁ ଦିନ ନୂଆ ମୋଡ଼ ନେଉଛି ତପସ୍ୱିନୀ ଓ ଡାକ୍ତର ସୁମିତଙ୍କ ଦାମ୍ପତ୍ୟକଳି । ଫିଟୁନି ସମାଧାନର ବାଟ । ଗୋଟିଏ ପଟେ କୋର୍ଟରେ ମାମଲା ବିଚାରାଧିନ, ଅନ୍ୟପଟେ ସ୍ୱାମୀଙ୍କ ଦେଖାଦର୍ଶନ ମିଳୁନଥିବାରୁ ଶ୍ୱଶୁର ଘରେ ରହିବାକୁ ଦାବି କରି ପୁଣି ଗତରାତିରୁ ଧାରଣା ଦେଇଛନ୍ତି ତପସ୍ୱିନୀ।