By: Pallipuspa Samal
Last updated: 24 November 2022, 09:26 AM IST
ଓଡ଼ିଶାରେ ଫଳୁଛି ଦୁଇ ପ୍ରକାରର ଥାଇଲାଣ୍ଡ ବରକୋଳି.. ଆଉ ଏଥିପାଇଁ ଅଭିମନ୍ୟୁ ପ୍ରଧାନଙ୍କୁ ବାଟ ଦେଖାଇଛି ୟୁଟ୍ୟୁବ୍.. ଆଉ ମାସେ ଭିତରେ ପାଚିଲା ପରେ ଖାଇବା ଯୋଗ୍ୟ ହୋଇଯିବ.. ସେତେବେଳେ ବେପାର ଜମିବ ବୋଲି ଆଶା ବାନ୍ଧିଛନ୍ତି ଅଭିମନ୍ୟୁ..