ଦିନେ ସଞ୍ଜ ନଇଁବା ପୂର୍ବରୁ ଯେଉଁଠି ପର୍ଯ୍ୟଟକ ଜଙ୍ଗଲ ଛାଡ଼ିଦେଉଥିଲେ ଆଜି ସେଠି ଘୋର ଅନ୍ଧକାରରେ ରାତ୍ରିଚର ପଶୁପକ୍ଷୀଙ୍କ ଉପରେ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଛନ୍ତି..