ଶିଳ୍ପୀର ହାତର ସ୍ପର୍ଶରେ ହସୁଛନ୍ତି କାଳିଆ ସାଆନ୍ତ। ରାତି ପାଇଲେ ରଥ ଯାତ୍ରା । ଏମିତି ଏକ ଦିବ୍ୟ ସମୟରେ ଶିଳ୍ପୀଟେ ତା କାଳିଆ ଠାକୁରକୁ ଆଙ୍କି ଦେଇଛି ସାଇକେଲର ସ୍ପେୟାର ପାର୍ଟ୍ସରେ ଆଉ ଜଗାବି ସେଇଠି ଖିଲିଖିଲି ହସୁଛି । ଦେଖନ୍ତୁ ସୁବର୍ଣ୍ଣପୁରର ଜଣେ ସାଇକେଲ ମେକାନିକର ଅନୁଭବର କାହାଣୀ। ପିଲାଟି ବେଳୁ ଜଗନ୍ନାଥ ପ୍ରେମରେ ବନ୍ଧା ସାଇକେଲ ଦୋକାନୀ