“ସେ ଫରେଷ୍ଟର ନୁହଁ ଜଳଦେବତା”....ଖଗେଶ୍ୱରଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ଜଙ୍ଗଲ ଜଳୁଥିବାର ଖବର ପାଇବା ମାତ୍ରେ ନିଆଁ ଲିଭାଇବାକୁ ବଣକୁ ଯାଇଥିଲେ...ଗାଁ ଲୋକଙ୍କ ଦୁଃଖ ଶୁଣିବା ପରେ ନିଜସ୍ୱ ଉଦ୍ୟମରେ ଗାଁରେ ଖୋଳି ଦେଲେ ପୋଖରୀ। ଏବେ ପାଣିର ବିଲକୁଲ ନାହିଁ ସମସ୍ୟା.....ଗାଧୁଆଠୁ ଆରମ୍ଭ କରି ଚାଷ, ସବୁ କାମରେ ଗାଁ ଲୋକ ଦେଖାଉଛନ୍ତି ଉତ୍ସାହ