By: Pallipuspa Samal
Last updated: 12 January 2023, 02:30 PM IST
ପାର୍କ ଭିତରେ ପ୍ରଦୀପ ମହାରଥୀଙ୍କ ବିରାଟ ପ୍ରତିମୂର୍ତ୍ତି..ହେଲେ ଲତା ବୁଦା ଏମିତି ମାଡିଗଲାଣି ଯେ ତମ୍ପ, ବୋଡା, ନାଗ ଏଇଠି ଘର କଲେଣି.. ଏପରିକି ଚଢେଇ ମହାରଥୀଙ୍କ ପ୍ରତିମୂର୍ତ୍ତି ଉପରେ ମଳ ତ୍ୟାଗ କରୁଛନ୍ତି..ଖୋଦ ରୁଦ୍ର ମହାରଥୀ ଏଇ ପାର୍କର ଉଦଘାଟନ କରିଥିଲେ.