ସ୍ୱପ୍ନ ହୋଇଗଲା ଚୁରମାର। ସୈନିକ ପାଇଁ ଦୌଡୁ ଥିଲେ…ରାସ୍ତା ପଡିଯିବା ପରେ ଚାଲିଗଲା ଜୀବନ…ଦୁଇ ଭେଣ୍ଡିଆ ପୁଅଙ୍କୁ ହରାଇ ଭୋ ଭୋ କାନ୍ଦୁଛନ୍ତି ବାପା-ମାଆ…