କୋଟିଏରେ ଗୋଟିଏ ଏମିତି ଝିଅ । ଗରିବ ଶ୍ରମିକ ବାପା ଦେଖିଥିଲା ସ୍ୱପ୍ନ । ସେ ସ୍ୱପ୍ନକୁ ସାକାର କରିବାକୁ ଲାଗିପଡିଲା ଏଇ ଦେଶପ୍ରେମୀ ଝିଅ । ରେଳଷ୍ଟେସନରେ ଓହ୍ଲାଇବା ପରେ ଲୋକମାନେ ବାଜା ବଜାଇ ଘର ଯାଏଁ ପାଛୋଟି ନେଲେ ।