ଶୀତ ଦିନରେ ମାର୍କେଟ୍‌ରେ ବୁଲୁଛି ଶହଶହ ନକଲି ଅଣ୍ଡା। ଟିକିଏ ଅସାବଧାନ ହେଲେ ଆପଣ ବି ଘରକୁ ନେଇପାରନ୍ତି ନକଲି ଅଣ୍ଡା। ଜାଣନ୍ତୁ କେମିତି ଚିହ୍ନିବେ ନକଲି ଅଣ୍ଡା?