By: Pallipuspa Samal
Last updated: 26 July 2022, 12:28 PM IST
ଗଜପତି ଜିଲ୍ଲା ଚନ୍ଦ୍ରଗିରି ITI କଲେଜର ପୂର୍ବତନ ଛାତ୍ର ସମୀର ପ୍ରଧାନୀ। ମାତ୍ର ୭ ହଜାର ଟଙ୍କା ଖର୍ଚ୍ଚରେ ତିଆରି କରିଛନ୍ତି ଏମିତି କିଛି ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି, ଯାହାକୁ ସୀମାରେ ଲଗାଇଲେ ବାହ୍ୟଶତ୍ରୁ ଅନୁପ୍ରେବଶ ବେଳେ ତୁରନ୍ତ ସୂଚନା ମିଳିଯିବ। ଆବଶ୍ୟକ ସ୍ଥଳେ ଶତ୍ରୁଙ୍କୁ ଅଚେତ ମଧ୍ୟ କରିହେବ। ଆସନ୍ତୁ ଭେଟିବା ଏହି ବିଚକ୍ଷଣ ଦେଶୀ ଇଂଜିନିୟରଙ୍କୁ…