ଯାହା ସଞ୍ଚିଥିଲେ ସବୁ ଝିଅ-ଜ୍ୱାଇଁଙ୍କୁ ଦେଇଦେଲେ। ଭାବିଥିଲେ ବୁଢା କାଳରେ ଆରାମରେ ଚଳିବେ ବୋଲି...ଟଙ୍କା ସମ୍ପତ୍ତି ନେବା ପରେ ଘରୁ ବାହାର କରିଦେଲେ ଝିଅ ଜ୍ୱାଇଁ। ଏବେ ଖାଇବାକୁ ଏମିତି କାନ୍ଦିକାନ୍ଦି ଦାଣ୍ଡରେ ବୁଲୁଛନ୍ତି ବୁଢା ବାପା