By: Pallipuspa Samal
Last updated: 07 July 2022, 02:26 PM IST
ପର୍ଯ୍ୟଟନ ଋତୁ ପାଇଁ ଏବେଠୁ ସଜେଇ ହେଲାଣି କୋରାପୁଟ୍। ମିଆୱାକି ପ୍ରଣାଳୀରେ କରାଯାଇଛି ସୌର ଉଦ୍ୟାନ। ୮୦୦୦ ଟି ବୃକ୍ଷ ବି ଲଗାଯାଇଛି... ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କୁ ଏଠାରେ ଏଭଳି ଭାବରେ ସଜା ଯାଇଛି ଯେ ଯିଏ ଦେଖିବ ସିଏ ଅଟକି ଯିବ