ଦାରିଦ୍ର୍ୟ ଦେଉଛି ବାଧା। ମାଟ୍ରିକ୍‌ରେ ଫାଷ୍ଟ କ୍ଲାସ୍‌ ପାଇବା ପରେ ବି କଲେଜ୍‌ ଯାଇପାରୁନି ଲକ୍ଷ୍ମୀପ୍ରିୟା। ସାଙ୍ଗମାନେ କଲେଜ ଗଲେ କଷ୍ଟ ଲାଗୁଛି, କାନ୍ଦୁଛି ଲକ୍ଷ୍ମୀ। ପର ଘରେ ମାଆ ମୂଲ ଲାଗିଲେ ଘରେ ଚୁଲି ଜଳିବ, ସେଠି ଝିଅର ପାଠପଢା ଚିନ୍ତା କରିବ ବା କେମିତି? ଆପଣମାନେ ସାହାଯ୍ୟ କଲେ କଲେଜ୍ ଯାଇପାରନ୍ତା ଲକ୍ଷ୍ମୀପ୍ରିୟା