ମୁଁ ଗୋଟେ ଫୁଟବଲ୍ ଖେଳୁଆଡ଼ି। ଆରେ ଏ କଳିଙ୍ଗ ଷ୍ଟାଡିୟମ କରିଛି କିଏ ? ମୁଁ ପିଲାଙ୍କୁ ଉତ୍ସାହିତ କରିବାକୁ ଆସିଥିଲି। ମତେ ବିଦା କରି ଦେଲ! ଆଉ ଏ ଷ୍ଟାଡିୟମ ମୁହଁ ମାଡିବିନି!