By: Satyendu Shekher Mishra
Last updated: 22 December 2021, 10:05 PM IST
ଅଧିକ ସୁରକ୍ଷିତ ହେବ ଡେଭିଡ୍ ଓ କ୍ରେଡିଟ୍ କାର୍ଡ ଅନଲାଇନ ଟ୍ରାନଜାକ୍ସନ । ଏଥିପାଇଁ ନୂଆବର୍ଷରୁ ନୂଆ ନିୟମ ଲାଗୁ କରିବାକୁ ଯାଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ । କଣ ଏହି ନିୟମ ଜାଣନ୍ତୁ ଏହି ଭିଡିଓରେ ।