ଭୟଙ୍କର ଭାବରେ ଜଳୁଥିଲା ନିଆଁ। ଭିତରେ ଫସିଥିଲେ ଜଣେ ଶିଶୁ ସମେତ ୨ ଜଣ। ଫିଲ୍ମ ଷ୍ଟାଇଲ୍‌ରେ ନିଆଁର ଆଁ ଭିତରକୁ ଜମ୍ପ ମାରିଲେ, ୩ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କଲେ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ବାହାଦୁର କନେଷ୍ଟବଳଙ୍କ ଏହି ଭିଡ଼ିଓ। ପ୍ରମୋସନ୍‌ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ