ଅଧ ରାତିରେ ମହାଦେବ ସ୍ୱପ୍ନାଦେଶ କଲେ। ଏବେ ୧୩ ବର୍ଷର ନାବାଳକ ଲୋକଙ୍କର କହୁଛି ଭୂତ-ଭବିଷ୍ୟତ। ସୋମବାର-ଶୁକ୍ରବାର ଘର ସାମ୍ନାରେ ଲାଗୁଛି ଭକ୍ତଙ୍କ ଗହଳି