By: Pallipuspa Samal
Last updated: 24 April 2022, 11:22 AM IST
ଆପଣ ଅନେକ ଡେଙ୍ଗା ଲୋକଙ୍କୁ ଦେଖିଥିବେ। ହେଲେ ଡେଙ୍ଗା ପରିବାରକୁ କେବେ ହେଲେ ଦେଖିନଥିବେ। ଏ ଏମିତି ଏକ ପରିବାର, ଯେଉଁଠି ସମସ୍ତଙ୍କ ଉଚ୍ଚତା ୬ ଫୁଟରୁ ଅଧିକ। ଜାଣନ୍ତୁ କେଉଁଠି ରହୁଛନ୍ତି ଏ ପରିବାର। ଆଉ କାହାର ଉଚ୍ଚତା କେତେ ଜାଣନ୍ତୁ...