ଦୀର୍ଘ ବର୍ଷ ଧରି ସରକାରୀ ଚାକିରି କରିଥିଲେ। ଆଉ କେଇଟା ଦିନ ପରେ ରିଟାୟାର୍ଡ ହୋଇଥାଆନ୍ତେ। କିନ୍ତୁ ନିଜ ଦେହ ଅସୁସ୍ଥତା କାରଣରୁ କାମ କରି ନ ପାରିବାରୁ, ବସି ବସି ଦରମା ନେବାକୁ ତାଙ୍କୁ ଭଲ ଲାଗିଲାନି। କହିଲେ ତୁଛାଟାରେ ଗାଦା କାହିଁକି ମାଡି ବସିବି? ବରଂ ମୋ ଜାଗାରେ କିଏ ନୂଆ ପିଲା ଚାକିରି ପାଇଲେ ଭଲ।