ଝାଟିମାଟି କୁଡ଼ିଆ ଘର। ପବନ ଆଇଲେ ଦୋହଲୁଛି। ଘର ଖଣ୍ଡିଏ ପାଇଁ ବ୍ଲକ୍‌ ପ୍ରଶାସନ ପାଖକୁ ଦୌଡ଼ି ଦୌଡ଼ି ଗୋଡ଼ ଛିଡ଼ିପଡ଼ିଲାଣି କିନ୍ତୁ କେହି ଦୁଃଖ ଶୁଣୁନାହାନ୍ତି। ବିପଦ ଥିବା ଜାଣିବା ପରେ ବି ଏମିତି ପାଲ ଘେରା ଘରେ ରହୁଛନ୍ତି ପୂରା ପରିବାର। ଝଡ଼ବର୍ଷା ଆସିଲେ ଜୀବନ ବଞ୍ଚାଇବାକୁ ଦୌଡ଼ି ପଳାନ୍ତି ପଡ଼ିଶା ଘରକୁ...ହେଲେ ଏ ପର୍ଯ୍ୟନ୍ତ ଘର ଖଣ୍ଡିଏ ଦେଲାନି ପ୍ରଶାସନ