ଦିନେ ଏଇ ହାତରେ ଧରୁଥିଲେ ଗୋଳାବାରୁଦ ଆଉ ବନ୍ଧୁକ...ହେଲେ ଏବେ ଏଇ ହାତରେ ଧରୁଛନ୍ତି ଜେସିବି ଷ୍ଟିଅରିଂ। ବଣ ଜଙ୍ଗଲ ଛାଡ଼ି ଏବେ ଗାଁରେ ଚଳାଉଛନ୍ତି ଗାଡ଼ି....ମାଓବାଦୀ ଥିଲା ବେଳେ ପରିବାର ଭଲରେ ଚଳୁଥିଲା ହେଲେ ମୁଖ୍ୟସ୍ରୋତରେ ସାମିଲ ହେବା ପରେ ବହୁତ୍‌ ଅସୁବିଧା। ପିଲା ପଢିପାରିଲେନି ବାହାର ରାଜ୍ୟକୁ କାମରେ ଗଲେ...ସରକାରୀ ଯୋଜନା ଏମାନଙ୍କ ପାଇଁ ସାତସପନ...ଦେଖନ୍ତୁ ମାଓ ସଂଗଠନ ଛାଡ଼ିବା ପରେ କେତେ କଷ୍ଟରେ ଚଳୁଛନ୍ତି ଧନୁ...