ଛୋଟ ବେଳୁ ଦାଦନ ଖଟିବାକୁ ନେଇ ଯାଇଥିଲା ସର୍ଦ୍ଦାର । ଗଜପତିରୁ ଯାଇ ପହଞ୍ଚିଥିଲେ ଅରୁଣାଚଳରେ । ସେଇଠି ଯୌବନଟା ବିତିଗଲା । ଏବେ ଯେତେବେଳେ ଆସାମର ସ୍ତ୍ରୀକୁ ସାଙ୍ଗରେ ଧରି ସେ ଗାଁକୁ ଫେରିଛନ୍ତି ଏଠି ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ । ସରକାରୀ ସହାୟତା ମିଳିଲେ ବାକି ଜୀବନଟା ଶାନ୍ତିରେ କାଟନ୍ତେ ୪୦ ବର୍ଷ ପରେ ଗାଁକୁ ଫେରିଥିବା ଲୁକ ଦଳବେହେରା...