ସ୍କୁଲକୁ ପିଲା ଯିବା ପାଇଁ ବାପା ଦାନ କରିଥିଲେ ଜମି। ଏବେ ସ୍କୁଲ ସାମ୍ନାରେ ବାଡ଼ ବୁଜି ଦେଲେ ପୁଅ। କହିଲେ,ସ୍କୁଲ ଉନ୍ନତି କାମରେ ହେଉଛି ଦୁର୍ନୀତି। କାମ ଭଲରେ କଲେ ବାଡ଼ ଖୋଲାଯିବ। ବାଡ଼ରେ ଗଳି ଗଳି ପାଠ ପଢିବାକୁ ଯାଉଛନ୍ତି ପିଲା....ସମସ୍ୟା ଘେରରେ ଶିକ୍ଷକ ଓ ଶିକ୍ଷୟିତ୍ରୀ...