ପୁରୀ ଜିଲ୍ଲା ପିପିଲିରେ ଦଲକାଏ ପବନରେ ଘଂଟା ଘଂଟା ଧରି ବିଦ୍ୟୁତ ସରବରାହ ବନ୍ଦ ରହୁଛି । ବାରମ୍ବାର ଅଭିଯୋଗ କଲେ ବି ଫଳ ଶୂନ । ବିଦ୍ୟୁତ୍ ର ସ୍ଥାୟୀ ସମାଧାନ ପାଇଁ ଆମରଣ ଅନଶନ କଲା ଡେଲାଙ୍ଗ-ପିପିଲି ଜନ କଲ୍ୟାଣ ମଂଚ ଆମରଣ ଅନଶନ । ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଛନ୍ତି ପ୍ରଦର୍ଶନକାରୀ...