By: Pallipuspa Samal
Last updated: 26 January 2023, 01:54 PM IST
ନେତା ହେବ ତ ଏମିତି ବଡ଼ ହୃଦୟର। କରୋନାରେ ତାଙ୍କ ପୁଅର ମୃତ୍ୟୁ ଯାଇଥିଲା। ଏବେ ସେ ନିଜ ବିଧବା ବୋହୂର ୨ୟ ବିବାହ ନିଜେ କରାଇଛନ୍ତି। ଏହି ଖବର ନିଜେ ପୂର୍ବତନ ବିଧାୟକ ନିଜ ଫେସବୁକରେ ପୋଷ୍ଟ କରି ଲେଖିଛନ୍ତି ଭାବପୂର୍ଣ୍ଣ କଥା।