ଚର୍ଚ୍ଚାରେ ଇଞ୍ଜିନିୟରଙ୍କ ଚା’ଦୋକାନ। ଦୋକାନକୁ ଆସୁଥିବା ଲୋକଙ୍କୁ ଟେଷ୍ଟି ଚା’ ସହିତ ମିଳୁଛି ବିସ୍କୁଟ ଫ୍ରୀ। ଚା’ ପିଉଥିବା ଲୋକଙ୍କୁ ଗୀତ ଗାଇ ଶୁଣାଉଛନ୍ତି ସଙ୍ଗୀତକାର। ପୁଣି ଫ୍ରଣ୍ଟଲାଇନ୍‌ ୱାର୍କରଙ୍କୁ ମିଳୁଛି ୫୦ ପ୍ରତିଶତର ସ୍ୱତନ୍ତ୍ର ରିହାତି....ଆସନ୍ତୁ ଚା’ପିଇବା ଏହି ଦୋକାନରୁ...