ଯାହା ପାଇଁ ଚିନ୍ତାରେ ଥିଲେ ଗ୍ରାହକ, ସେ ଚିନ୍ତା ଗଲା। ଦୁଇ ବର୍ଷ ପାଇଁ ଶସ୍ତା ହୋଇଯିବ ଖାଇବା ତେଲ। ସରକାର ଏମିତି ବଡ଼ ନିଷ୍ପତ୍ତି ନେବା ପରେ ଆଶ୍ୱସ୍ତ ହୋଇଛନ୍ତି ଦେଶର କୋଟି କୋଟି ଖାଉଟି