ଭାବିଛନ୍ତି, ପଚାଶ କି ଶହେବର୍ଷ ତଳେ କେମିତି ଦିଶୁଥିଲା ଆମ ରାଜଧାନୀ ଭୁବନେଶ୍ୱର? କେମିତି ଦିଶୁଥିଲା ଲିଙ୍ଗରାଜ ମନ୍ଦିର, ଜୟଦେବ ଭବନ, ରବୀନ୍ଦ୍ର ମଣ୍ଡପ? ଏଇ ଜାଗାକୁ ଯାଆନ୍ତୁ, ଦେଖିପାରିବେ ‘ସେବେ ଓ ଏବେ’ର ଫରକ।