ହାକିମ୍ ବାବୁ ହେବ ତ ଏମିତି । ଲୋକଙ୍କ ପାଖରେ ପହଞ୍ଚି ସରକାରୀ ସେବା ପହଞ୍ଚାଇ ପାରିବ ଯେମିତି । ବଣ ପାହାଡ ଘେରା ଅଞ୍ଚଳ । ଖଣ୍ଡିଆ ଖାବରା ରାସ୍ତା ପାର୍ ହୋଇ ଲୋକଙ୍କ ପାଖରେ ପହଞ୍ଚି ସୁଖଦୁଃଖ ବୁଝୁଛନ୍ତି ଢେଙ୍କାନାଳ ଜିଲ୍ଲାପାଳ । ଅଞ୍ଚଳର ବିକାଶକୁ ଦେଉଛନ୍ତି ପ୍ରାଥମିକତା....