ଆମେ ହାରିଲା ଘରର ପୁଅ ନୁହେଁ। ଥରେ ଖାଦ୍ୟ ପାଇଲେ ଜମାରୁ ଛାଡ଼ିବୁନି। ତୁମର ମେଞ୍ଚାଏ ନ୍ୟୁଡ୍‌ ଫଟୋ ଆମ ପାଖରେ ରହିଛି...ଟଙ୍କା ନଦେଲେ ସବୁ ଯାକ ଏକାବେଳେ ଭାଇରାଲ କରିଦେବୁ....ବାସ୍‌ ଏହା ପରେ ଦେଖନ୍ତୁ ହେଲା କ’ଣ?