ବେପାର ପାଇଁ ମାଲେସିଆରୁ ଚାନ୍ଦବାଲି ଆସିଥିଲେ। ମାଛ ଚାଷ ପାଇଁ ଟଙ୍କା ବି ଯୋଗାଡ଼ କରୁଥିଲେ। ଏତିକି ବେଳେ ଫୋନ୍‌ ପେ’ ହେଡ୍‌ ଅଫିସରୁ କଲ ଆସିଲା...ଏମିତି କରନ୍ତୁ କ୍ୟାସବ୍ୟାକ୍‌ ପାଇବେ। ବାସ୍‌ ଏତିକିରେ ଆକାଉଣ୍ଟରୁ କଟିଗଲା ୩୮ ହଜାର ଟଙ୍କା...ସତ ଜାଣିଲା ବେଳକୁ ଆଉ କିଛି ନାହିଁ