ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ବୁଡ଼ି ରହିଛି ମଣିଷ। ଘରେ ପଡ଼ିଥିଲା ଶବ...ପାଖ ମାଡ଼ୁନଥିଲେ ସାହି-ଭାଇ....ଖବର ପାଇବା ପରେ ଜଙ୍ଗଲରୁ କାଠ ସଂଗ୍ରହ କଲେ, ନିଜ କାନ୍ଧରେ ଶବ ନେଇ ଦାହ କଲେ ସରପଞ୍ଚଙ୍କ ସ୍ୱାମୀ।