ମଦ ଛାଡ଼ିବେ ବୋଲି ପ୍ରତିଶ୍ରୁତି ଦେଲେ ସ୍ୱାମୀ। କିନ୍ତୁ ଚନ୍ଦନଙ୍କ କଥାରେ ବିଶ୍ୱାସ କରିପାରୁନାହାନ୍ତି ସ୍ତ୍ରୀ...କେମିତି ଭରସା ବଢିବ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ? କଣ ହେବ ପିଲାର ଭବିଷ୍ୟତ