By: Pallipuspa Samal
Last updated: 04 May 2022, 08:16 AM IST
ପାଠ ପଢ଼ିବାର କିଛି ବୟସ ନାହିଁ। କେବଳ ଇଚ୍ଛାଶକ୍ତି ରହିବା ଦରକାର। ଯେମିତି ଏହି ବରିଷ୍ଠ ନେତା ଜଣକ। ବୟସ ଷାଠିଏ ପାର ହେଲାଣି। କିନ୍ତୁ କଲେଜ ପିଲାଙ୍କ ସହ ହଲରେ ବସି ପରୀକ୍ଷା ଦେଇଥିଲେ।