ବିଜୁଳି ବିଭାଗର ଚରମ ଅବହେଳା। ଦୁଇ ହାତ ହରାଇଲା ୭ ବର୍ଷର କୁନି ପୁଅ ମୁନା। ହସ୍ପିଟାଲ ବେଡରେ ଯନ୍ତ୍ରଣାରେ ହେଉଛି ଛଟପଟ। ଛୋଟ ବୟସରେ ପଚାରୁଛି ବଡ଼ ପ୍ରଶ୍ନ, ମୋ ଦୁଇ ହାତ ମତେ ଦେବ କିଏ? ଜାଣନ୍ତୁ କଣ ଥିଲା ପୂରା ଘଟଣା?