By: Pallipuspa Samal
Last updated: 21 May 2022, 11:39 AM IST
କୁନି ଝିଅ ଦିବ୍ୟାଂଶୀକୁ ବୟସ ମାତ୍ର ଦୁଇବର୍ଷ ୯ମାସ। ସ୍ପଷ୍ଟ ଭାବରେ କଥା କହି ପାରୁନଥିଲେ ମଧ୍ୟ ସେ ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି। ଏତେ କମ ବୟସରେ ଦିବ୍ୟାଂଶୀକୁ ଅନର୍ଗଳ ଇଂରାଜୀ କହିବା ସହ ଭାରତର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ରାଜଧାନୀର ନାମକୁ ନିର୍ଭୁଲ ଭାବରେ କହୁଛନ୍ତି।